Search
Close this search box.

ଜୟ ଜଗନ୍ନାଥ ସ୍ଵାମୀ ନାୟନପଥଗାମୀ ଭବତୁମେ

ଜଗନ୍ନାଥ ପ୍ରଭୁ ବିପଦେ ବୁଡ଼ି ମୁ ଅକୁଳେ ଡାକୁଛି ଧରିନିଅ ମୋର ହାତ I

ଇଚ୍ଛା ଅସୁମାରି ଆଶା ମୋ ସାଗର ସେ ସାଗରେ ପାଏ ନାହି ମୁ ଥଳକୁଳ

ସେତୁ ବାନ୍ଧିବାକୁ ସାହାନାହି କେହି , ଆଶ୍ରୟ ତୁମର ହାତ I

ଆଜି ଯିଏ ବନ୍ଧୁ କାଲି ସେ ବଇରୀ ବିପଦେ ସରବେ ଦ୍ୟନ୍ତି ଦୂର କରି

ହାସରେ ଲୁହରେ ତୁମେ ଏକା ସାଥି ବନ୍ଧୁ ତୁମେ ଏକ ମାତ୍ର I

ଦୁଖର ଅନ୍ଧରେ କେବେ ଦିଅ ଠେଲି ଅସହୋଇ ପୁଣି ଜାଳାଅ ଦୀପାଳି

ଏ ମାୟା ବଂଧନୁ ଉଦ୍ଧର ପ୍ରଭୁ ହେ , ଦେଖାଅ ମୁକ୍ତିର ପଥ I

Leave a Comment

Read More