Search
Close this search box.

ପଲିଥିନ୍ ତଳେ ଅସହାୟ ବାପାମା ଛେଉଣ୍ଡ ତିନି ଶିଶୁ..ସହଯୋଗ ର ହାତ ବଢ଼େଇଲେ ପ୍ରିହମ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ..

କନ୍ଧମାଳ : ପଲିଥିନ୍ ତଳେ ଅସହାୟ ବାପାମା ଛେଉଣ୍ଡ ତିନି ଶିଶୁ..ସହଯୋଗ ର ହାତ ବଢ଼େଇଲେ ପ୍ରିହମ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ..

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ନିକଟସ୍ତ ଝାରବଲସ୍କୁମ୍ପା ଗ୍ରାମର ରାମେଶ୍ୱର ଦେହୁରୀ ଙ୍କ ଦେହାନ୍ତ ପରେ ତିନି ଶିଶୁ ଏବେ ଅନାଥ ହେଇପଡ଼ିଛନ୍ତି l ପୂର୍ବରୁ ମା ଛେଉଣ୍ଡ ହେଇଥିବା ପରେ ବାପା ରାମେଶ୍ୱର ଦେହୁରୀ ତିନି ଶିଶୁ ଙ୍କୁ ବାପା ମାର ସ୍ନେହଁ ଆଦର ଦେଇ ଚଳେଇ ଆସୁଥି ଲେ. ହତାତ୍ ତାଙ୍କର କିଡିନୀ ଫେଲ୍ ହେବାରୁ ସେ ବହୁ ଚିକିତ୍ସା କଲା ପରେ ମଧ୍ୟ ସୁସ୍ତ ନ ହେଇ ଆରପାରୀକୁ ଚାଲିଗଲେ l ଶ୍ରୀ ଦେହୁରୀ ଖଜୁରୀପଡ଼ା ଥାନାରେ ଗ୍ରାମରଖି ଭାବେ କାର୍ଯ୍ୟରତ ଥିଲେ l ଖବର ପାଇ ପ୍ରିହମ୍ ଚାରୀଟେବଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ ତଥା AICWC ର ରାଜ୍ୟ ଉପସଭାପତି କୁନା ଦିଗାଲ ମୃତ୍ୟୁ ହେଇଥିବା ଶ୍ରୀ ଦେହୁରୀ ଙ୍କ ଘରେ ପହଁଚି ତିନି ଶିଶୁ ଙ୍କ ସହିତ ତାଙ୍କର ଦୁଃଖତ ଖବର ପଚାରି ବୁଝିଵା ସହିତ ତିନି ଅସହାୟ ଅନାଥ ଶିଶୁ ଙ୍କୁ କିପରି ସରକାରୀ ସହାୟତା ମିଳି ପାରିବ ଏବଂ ଶିଶୁ କଲ୍ୟାଣ ବିଭାଗ ତରଫରୁ ମାସିକ ତିନି ହଜାର ଲେଖାଏଁ କେମିତି ପାଇବେ ଏବଂ ହଷ୍ଟେଲ ରେ ରହିବା କୁନେଇଁ ସମାଜ ସୁରକ୍ଷା ଅଧିକାରିଣୀ ପି ପଦ୍ମା ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ସହିତ ଯୋଗାଯୋଗ କରି ସମସ୍ତ ସୁବିଧା ସହଯୋଗ କରାଯିବ ବଲି ପ୍ରତିଶୃତି ଦେଇଛନ୍ତି ଅଧ୍ୟକ୍ଷ ଶ୍ରୀ ଦିଗାଲ l

Leave a Comment

Read More