Search
Close this search box.

ରାଇରଙ୍ଗପୁର ଉପଖଣ୍ଡ ଚିକତ୍ସାଳୟରେ ମେଗା ଅସ୍ତ୍ରପଚାର ଶିବିର. (ହାଇଡ୍ରୋସି–.

ରାଇରଙ୍ଗପୁର,
06-09-2024.
ଉପଖଣ୍ଡ ଚିକତ୍ସାଳୟରେ ଏକ ମେଗା ହାଇଡ୍ରୋସିଲ ଅସ୍ତ୍ରପଚାର ଶିବିର SDMO, ଡାକ୍ତର ରବୀନ୍ଦ୍ର କୁମାର ମାର୍ଣ୍ଡି ଙ୍କ ତତ୍ଵାବଧlନ ରେ ଅନୁଷ୍ଠିତ ହୋଇଯାଇଛି l.
ଏଥିରେ ଜିଲ୍ଲା ଏନଭିବିଡିସିପି ୟୁନୀଟି, ଏବଂ ମ୍ୟାନକlଇଣ୍ଡି, ଲେପ୍ରା ସୋସାଇଟି ଙ୍କ ମିଳିତ ସହଯୋଗରେ 20. ଜଣ ହାୟଡ୍ରୋସିଲ ରୋଗୀଙ୍କ ର ସଫଳ ଅସ୍ତ୍ରପଚାର କରାଯାଇଛି. ଉକ୍ତ ଶିବିର ରେ ବହଳଦl ବ୍ଲକ ର 3.ଜଣ, ତିରିଂ ବ୍ଲକ ର 5ଜଣ, ରାଇରଙ୍ଗପୁର ବ୍ଲକ ର 10, କରଞ୍ଜିଆ ବ୍ଲକ ର 2 ଜଣ (ଟୋଟାଲ 20.ଜଣ )ସଫଳ ଅସ୍ତ୍ରପଚlର କରାଗଲା.
ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଡାକ୍ତର ସୂଚନା ଦେଇଥିଲେ. ଡାକ୍ତର ସତ୍ୟପ୍ରକାଶ ଧଳ, ଡାକ୍ତର ଡି. ଏନ ପରିଡା, ଡାକ୍ତର ଡି. ଏନ. ଟୁଡୁ ଡାକ୍ତର –ଶାନ୍ତନୁ ଦାସ,ଓଟି ଇନଚାର୍ଜ ଶ୍ରୀମତୀ ସବିତା ଷଡ଼ଙ୍ଗୀ,ଶିବିରକୁ ସଫଳ ରୂପାୟନ କରିଥିଲେ,
ଏହି କ୍ୟାମ୍ପକୁ SDH ର ହସ୍ପିଟାଲ ମ୍ୟାନେଜର, ଆଲୋକ କୁମାର ଗୋଛାୟତ, ଲେପ୍ରା ସୋସାଇଟି ର ସମସ୍ତ କ୍ଷେତ୍ର କର୍ମଚାରୀ ଏବଂ ପ୍ରୋଜେକ୍ଟ ଆସୋସିଏଟ. ପ୍ରହଲ୍ଲାଦ ମଙ୍ଗରାଜ
ଶିବିର କୁ ସୁ ପରିଚାଳନା ନିମନ୍ତେ ସହଯୋଗ କରିଥିଲେ. l ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More