Search
Close this search box.

କରଞ୍ଜିଆ ଓକିଲ ସଙ୍ଘ ପକ୍ଷରୁ ରକ୍ତଦାନ ଶିବିରରେ ସାମିଲ ହେବା ପାଇଁ ସାମ୍ବାଦିକ ସମ୍ବିଳନୀ ମଧ୍ୟରେ ଅନୁରୋଧ .

ମୟୁରଭଞ୍ଜ-

ପ୍ରତ୍ୟେକ ବର୍ଷ ମଧୁବାବୁ ଙ୍କ ଜୟନ୍ତୀ ମହା ଆଡମ୍ବର ସହିତ କରଞ୍ଜିଆ ଓକିଲ ସଙ୍ଘ ପକ୍ଷରୁ ପାଳନ କରିଥାନ୍ତି | ଆଗାମୀ ୨୮ତାରିଖ ରବିବାର ଦିନ ମଧୁବାବୁଙ୍କ ଜୟନ୍ତୀ ଥିବାରୁ ଚଳିତ ବର୍ଷ ମଧ୍ୟ ମଧୁବାବୁଙ୍କ ଜୟନ୍ତୀ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଓକିଲ ସଂଘ ପକ୍ଷରୁ ନିଷ୍ପତି ହୋଇଛି | ଏହି ରକ୍ତଦାନ ଶିବିରରେ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନ ଏବଂ ସର୍ବ ସାଧାରଣ ମାନଙ୍କୁ ସାମିଲ ହେବା ପାଇଁ ଏକ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ଓକିଲ ସଂଘର ସଭାପତି ବାଞ୍ଛାନିଧି ପୃଷ୍ଟି ଅନୁରୋଧ କରିଛନ୍ତି |

ମୟୁରଭଞ୍ଜ ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More