Search
Close this search box.

ସହିଦ ତୁଷାର କାନ୍ତଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା 11th Tribute Meeting of Martyr Tushar Kant

ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ ବାଲିକୁଦା ଗ୍ରାମରରେ ଆଜକୁ ଦଶ ଦିନ ହେବ ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଲିଥିଲା |ତାହା ଥିଲା ତୁଷାର କାନ୍ତଙ୍କ ସହିଦ |ପିତା କଳ୍ପତରୁ ଦାସଙ୍କ ସୁପୁତ୍ର ତୁଷାର ରଞ୍ଜନ ଦାସ |ବୟସ 30 ହେବ |ସେ 3ବର୍ଷ ହେବ C.R.P.F ଯବାନ ରୂପେ ଓଡ଼ିଶାର ବୌଦ ଜିଲ୍ଲାରେ କାର୍ଯ୍ୟ କରୁଥିଲେ | ଯବାନ ତୁଷାର ରଞ୍ଜନ ଦାସ ନିଜ ପିନ୍ଧିବା ବସ୍ତ୍ର ତୋଳୁଥିବା ବେଳେ ବିଦ୍ୟୁତ ଆଘାତ ଯୋଗୁଁ ପରଲୋକ ଘଟିଛି |ଏକ ବର୍ଷ ହେବ ବିବାହ
କରିଥିଲେ | ପରିବାରର ପିତା ମାତା କାନ୍ଦ ବୋବାଳରେ ଗାଁ, ଚହଳ ପଡ଼ିଛି |ଆଜି ତୁଷାର କାନ୍ତଙ୍କ ଏକାଦଶାହ ସହିତ ତାଙ୍କର ଶ୍ରଦ୍ଧାଞ୍ଜଳି ସଭା ପାଳିତ ହୋଇଯାଇଛି | ବହୁ ନେତା, ସମାଜ ସେବୀ, ବାଲିକୁଦା ଗ୍ରାମର ସରପଞ୍ଚଙ୍କ ପ୍ରତିନିଧି ତ୍ରୈଲୋକ ଜେନା, ଯୁବ ସମାଜ ସେବୀ କାମାକ୍ଷା ପ୍ରସାଦ ଜେନା, ସମିତି ସଭ୍ୟ, ସମାଜ ସେବୀ, ଗ୍ରାମବାସୀଙ୍କ ମିଳିତ କ୍ରମେ ସମସ୍ତଙ୍କ ହୃଦୟ ଆଜି ଶୋକ ସଭା ଓ ଶ୍ରଦ୍ଧାଞ୍ଜଳି ସଭାର କାର୍ଯ୍ୟକ୍ରମ ଅତି ଆନନ୍ଦ ସହିତ ପାଳନ କରିଥିଲେ |ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥୀ, ବରୀ ବିଧାୟୀକା ସୁନନ୍ଦା ଦାସ ଯୋଗ ଦେଇ ସହିଦ ତୁଷାର କାନ୍ତଙ୍କ ଦେଶ ପାଇଁ ଯେଉଁ ବଳିଦାନ ତାହାକୁ ଭୁଲି ହେବନାହିଁ ବୋଲି ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ | ଆଜିର ଏହି ଶୋକ ସଭା ଉତ୍ସବ ଗ୍ରାମର ଜନସାଧାରଣ ଜନସାଧାରଣ ମ୍ରିୟମାଣ ହୋଇ ପଡ଼ିଛନ୍ତି |ଭାଗ୍ୟରେ ଥିଲେ ଦେଶ ପାଇଁ, ଜନ୍ମ ଭୁମି ପାଇଁ ନିଜ ଜୀବନକୁ ବଳିଦାନ ଦେଇ ଜନ୍ମ ମାଟିର ଗୌରବ ରକ୍ଷା କରିବାକୁ ପଡେ |ପରିଶେଷରେ ଏକ ସ୍ମରଣିକା ପୁସ୍ତକ ଉନ୍ମୋଚନ କରାଯଇଥିଲା |

Leave a Comment

Read More