Search
Close this search box.

ଵସ୍ ବାଇକ୍ ଧକ୍କାରେ ୧ ମୃତ 1 dead in bus bike collision

ବ୍ରେକିଂ ନ୍ୟୁଜ- ବସ ବାଇକ ସାମ୍ନା ସାମନି ଧକ୍କା ଜଣେ ମୃତ ତିନ ଗୁରୁତର NH26 ସିଂଖମନ ଆଉ ରତନପୁର ମଝିରେ ରାନିବନ୍ଧ ପାଖେ ଗଣପତି ବସ ବଲାଙ୍ଗୀର ରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ବେଲେ ସାମ୍ନା ପଟରୁ ଆସୁଥିବା ବାଇକ ବସରେ ଧକ୍କା। ଫଳରେ ବାଇକ ଚାଲକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ଅନ୍ୟମାନେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ହସ୍ପିଟାଲରେ କୁ ନିଆଯାଇଛି ।ମୃତ ଜନକ ହେଲେ ଟିଟିଲାଗଡ଼ ପାଖ ଉଡାର ଗ୍ରାମ ର ସରୋଜ ପଶାୟତ ବୋଲି ଖବର ମିଳିଛି । ମୃତ ସରୋଜ ଙ୍କ ପତ୍ନୀ ଗୁରୁତର ଏବଂ ଦୁଇ ଶିଶୁଙ୍କ ମଧ୍ୟରୁ ବଡ଼ ଆହତ ହୋଇଥିବା ଜଣା ପଡିଛି।ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିବା ସମୟରେ ଦୁର୍ଘଟଣା ଟିଟିଲାଗଡ଼ ବ୍ଲକର ଉଡାର ଗ୍ରାମର ସରୋଜ ପଶୟତ, ତାଙ୍କ ପତ୍ନୀ କରିସ୍ମାପଶାୟତଙ୍କ ସମେତ ୩ ବର୍ଷର ଓ ବର୍ଷକର ୨ ଝିଅ ଗୁରୁତର ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି l

 

Leave a Comment

Read More