ଆମେ ଆଜି ଆସି ପହଞ୍ଚିଛୁ କଟକ ବିଡାନାସୀ ଭୂଆଶୁଣୀ ମନ୍ଦିର ନିକଟରେ, ଏହି ପୀଠ ହେଉଛି ମାଳିକା ବର୍ଣ୍ଣତ , ଏହି ପୀଠକୁ ଭୂଦେବୀ ପୀଠ ମଧ୍ୟ କୁହାଯାଏ ଏଠାରେ ରହିଅଛି ଅଚିହ୍ନା ବୃକ୍ଷ ଯାହା ମାଳ ମାଳ ମାଳିକା ଗ୍ରନ୍ଥରେ ବର୍ଣିତ ଅଛି , ତେବେ ଏହି ବୃକ୍ଷ ର ମାତ୍ର ଗୋଟିଏ ପତ୍ର ଲକ୍ଷ ଲକ୍ଷ ରୋଗକୁ ଭଲ କରି ପାରୁଛି , ଆସନ୍ତୁ ବାବାଙ୍କ ପାଖରୁ ଏହି ଚମତ୍କାରି ଵୃକ୍ଷ ବିଷୟରେ ଜାଣିବା , ,,,,,,,,,,,,,,,,,,,,,,
ବାବାଙ୍କ ଏହି ଚମତ୍କାରି କଥା ବିଷୟରେ ତ ଜାଣିଲୁ ଏବେ ଆମେ ଜାଣିବା ମନ୍ଦିରର ଇତିହାସ ବିଷୟରେ ତେବେ କଣ କହୁଛି ମନ୍ଦିର ର ଇତିହାସ ଆସନ୍ତୁ ବାବାଙ୍କ ପାଖରୁ ଵୁଝିନେଵା









