ଆଜି କଟକ ସହରସ୍ତ ଅଲିଶାବଜାର ପତିତପାବନ ମଠ ନିକଟସ୍ଥ ପବିତ୍ର ମଞ୍ଚରେ ରାମଲୀଳା କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବାକୁ ଯାଉଛି ,
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୩୦ ତାରିଖ ଅର୍ଥାତ୍ ରବିବାର ଅପରାହ୍ନ ୪ ଘଟିକା ସମୟରେ ଆରମ୍ଭ ହେବ ଏ ବର୍ଷର ରାମଲୀଳା କାର୍ଯ୍ୟ କ୍ରମ ,
ତେବେ ଆସନ୍ତୁ ନଜର ପକାଇବା କିଛି ରିୟସଲ ଉପରେ ,
ଉକ୍ତ କାର୍ଯ୍ୟକ୍ରମରେ ପରିଷଦରେ କିଶୋର କଳାକାରମାନଙ୍କ ଦ୍ଵାରା ମାରୁତି ଶ୍ରୀ ଗୋପୀନାଥ ପରିଡାଙ୍କ ରଚିତ ମହାନ ପୌରାଣିକ ନାଟକ ସେତୁବନ୍ଧ ପ୍ରତିଷ୍ଠା କରାଯିବ।









