ତାତିରୁ ମିଳୁନି ତ୍ରାହି ଏହା ଭିତରେ ପାଣି ପାଗ ବିଭାଗ ଏକ ରିପୋର୍ଟ ସାମ୍ନାନାକୁ ଆଣିଛି ଦିନ ସାଢେ଼ ୧୧ ଟା ସୁଧା କଣ ରହୁଛି ତାପମାତ୍ରା ଭୁବନେଶ୍ୱର ସମତେ ସାରା ରାଜ୍ୟରେ ଅସହ୍ୟ ଖରା ଅନୁଭୂତି ହେଉଛି ବିଶେଷ ଭାବରେ ଯଦି ନଜର ପକେଇବା ସାଢେ଼ ୧୧ଟା ରେ ଭୁବେଶ୍ୱରରେ ୩୭. ୮ ଡିଗ୍ର ରେକଡ୍ କରାଯାଇଛି ଏବଂ ଏହା ଭିତରେ ସାଢେ଼ ୧୧ଟା ରେ ଝାରସୁଗୁଡ଼ା ୩୯.୮ ଡିଗ୍ର ତାପମାତ୍ରା ରେକଡ୍ କରାଯାଇଛି









