Search
Close this search box.

ଜ଼ିଲ୍ଲା ପ୍ରତିଯୋଗିତା ରେ ଟିକାବାଲି ବ୍ଲକ ଟପ

ଜ଼ିଲ୍ଲା ପ୍ରତିଯୋଗିତା ରେ ଟିକାବାଲି ବ୍ଲକ ଟପ
……………………………………….
ଟିକାବାଲି -କନ୍ଧମାଳ ଜ଼ିଲ୍ଲା ଟିକାବାଲି ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ଯୁକ୍ତ ନାରାୟଣ ଦୀକ୍ଷିତ ଏବଂ ବ୍ଲକ ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ l ରାଜ୍ୟସରକାର ଙ୍କ ଏକ ଉତ୍ତମ ଯୋଜନା ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ ଚଳିତ ବର୍ଷ କନ୍ଧମାଳ ମହୋତ୍ସଵ କୁ ଅଧିକ ସମ୍ପ୍ରସାରଣ ଓଁ ଆକର୍ଷଣ କରି ଲୋକଲୋଚନ କୁ ଆଣିବା ଉଦେଶ୍ୟରେ ଗ୍ରାମଞ୍ଚଳ ର ଲୁକାୟିତା ପ୍ରତିଭା କୁ ବିଶ୍ୱ ଦରବାରରରେ ପହଞ୍ଚାଇ ନିଜକୁ ଏକ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଚିତ କରେଇ ବ୍ଲକ ଏବଂ ଜ଼ିଲ୍ଲା ର ଗୌରବ ଅର୍ଜନ ପାଇଁ କନ୍ଧମାଳ ମହୋତ୍ସଵ ଉଦେଶ୍ୟରେ ପ୍ରଶାସନ ତରଫରୁ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିର୍ଣ୍ଣ ପ୍ରକାର କ୍ରିଢ଼ା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା ସେହିପରି ଅଞ୍ଚଳର ନୃତ୍ୟ ପ୍ରେମୀ କଳାକାର ଦଳମାନଙ୍କୁ ନେଇ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହିପରିପ୍ରେକ୍ଷୀରେ ଟିକାବାଲି ବ୍ଲକ ଜ଼ିଲ୍ଲା ସ୍ତରରେ ଉଚ୍ଚକୋଟୀର କୃତିତ୍ୱ ଅର୍ଜନ କରିବାରେ ସକ୍ଷମ ହୋଇଥିବା ହେତୁ ଉକ୍ତ ଖେଳାଳି ଙ୍କୁ ଟିକାବାଲି ବଜର ରେ ଡିଜେ ମ୍ୟୁଜିକ ବଜେଇ ନୃତ୍ୟ ଗୀତ ରେ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇ ସହର ପରିକ୍ରମା କରେଇଥିବା ଦେଖିବାକୁ ମିଳିଛି ଏହି ଉତ୍ସlହିଁତ ଭିତିକ କାର୍ଯ୍ୟକ୍ରମ ପାଇଁ ବି.ଡି ଓ. ଶ୍ରୀ ଯୁକ୍ତ ନାରାୟଣ ଦୀକ୍ଷିତ,ଙ୍କୁ ଅଞ୍ଚଳବାସି ବେଶ ପ୍ରଶଂସା କରିଥିବା ଜଣାଯାଇଅଛି l ଆଜିର କାର୍ଯ୍ୟକ୍ରମ ରେ ଏ. ବିଡିଓ ସୁନୀଲ କୁମାର ମଳିକ, ବି.ଏସ ଏସ.ଓ.ଏଲିଶା ବିଷୋୟୀ ଙ୍କ ସମେତ ପାବୁରିଆ, ବୁର୍ବିନାଯୁ, ଗାର୍ଡିଙ୍ଗିଆ, ବଡ଼ିମୁଣ୍ଡା, କଇଁଝର ଓ ଟିକାବାଲି ପଂଚାୟତ ର ସରପଞ୍ଚ ଓ ବନବାସୀ କଳା ସାଂକୃତିକ ବିକାଶ ପରିଷଦ, ର କଳାକାର ବୃନ୍ଦ ସାମିଲ ଥିବା ଦେଖିବାକୁ ମିଳିଛି

Leave a Comment

Read More

Verified by MonsterInsights