Search
Close this search box.

ବବିଙ୍କ ବାସଭବନ ପରେ ବଲ୍ଲେ ବଲ୍ଲେ ଢାବା ବର୍ତ୍ତମାନ ଶିଶୁ ଉଦ୍ୟାନକୁ ନେଇ ବିବାଦ ବଢ଼ିଛି l

ବବିଙ୍କ ବାସଭବନ ପରେ ବଲ୍ଲେ ବଲ୍ଲେ ଢାବା ବର୍ତ୍ତମାନ ଶିଶୁ ଉଦ୍ୟାନକୁ ନେଇ ବିବାଦ ବଢ଼ିଛି l

ବବିଙ୍କ ବାସଭବନ ପରେ ବଲ୍ଲେ ବଲ୍ଲେ ଢାବା ବର୍ତ୍ତମାନ ଶିଶୁ ଉଦ୍ୟାନକୁ ନେଇ ବିବାଦ ବଢ଼ିଛି lବବିଙ୍କ ବାସଭବନ ପରେ ବଲ୍ଲେ ବଲ୍ଲେ ଢାବା ବର୍ତ୍ତମାନ ଶିଶୁ ଉଦ୍ୟାନକୁ ନେଇ ବିବାଦ ବଢ଼ିଛି l

ଯାଜପୁର : ଗୋଟି ଗୋଟି କରି ବାହାରୁଛି ବହୁ ବିଭିନ୍ନ ପ୍ରକାର ବିବାଦ l ବିବାଦ ଘେରରେ ବହୁ ନେତା ,ଢ଼ାବା ଥିବାବେଳେ ବର୍ତ୍ତମାନ ଏକ ବିବାଦ ମୋଡରେ ଠିଆ ହେଇଛି ଯାଜପୁର ର ଏକ ଶିଶୁ ଉଦ୍ୟାନ କେନ୍ଦ୍ର l
ସୂଚନାନୁସାରେ, ପ୍ରଥମେ ବବିଙ୍କ ବାସଭବନ ପରେ ବଲ୍ଲେ ବଲ୍ଲେ ଢାବା ଓ ଏବେ ବିବାଦ ଘେରରେ ଯାଜପୁରର ‘କୁସୁମା’ । ‘କୁକୁମା’ରେ ଥିବା ଶିଶୁ ଉଦ୍ୟାନକୁ ନେଇ ବିବାଦ ଏବେ ଜୋର ଧରିଛି । ‘କୁସୁମା’ର ସୌନ୍ଦର୍ଯ୍ୟକରଣକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଏଠାରେ ଥିବା ଶିଶୁ ଉଦ୍ୟାନର ବିଳାସପୂର୍ଣ୍ଣ ବଙ୍ଗଳା ବି ବିବାଦ ଘେରକୁ ଟାଣି ହୋଇଯାଇଛି । ଏହା କାହା ନିର୍ଦ୍ଦେଶରେ ନିର୍ମାଣ ହୋଇଛି । କାହା ପାଇଁ ନିର୍ମିତ ହୋଇଛି ଏମିତି ଅନେକ ପ୍ରଶ୍ନ ଏବେ ଜନତାଙ୍କୁ ଘାଣ୍ଟୁଛି । ତେବେ ଏ ବିବାଦ ବବିଙ୍କ ଆଡକୁ ବି ଇଙ୍ଗିତ ହେଉଛି । ସାଧାରଣରେ ମଧ୍ୟ ଏଥିରେ ବବିଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ଜୋର ଧରିଛି ବୋଲି ସୁଚନା ମିଳିଛି ।

Leave a Comment

Read More