ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାମଦା ବ୍ଲକର ଜାରକାଣି ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ରାଇସେନ୍ ମୁର୍ମୁ ଯୋଗ ଦେଇ ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ଏବଂ ଆଗାମୀ ବିଧନସଭା ଓ ଲୋକସଭା ନିର୍ବାଚନ ରେ କିପରି ଅଧିକରୁ ଅଧିକ ଜନସମର୍ଥନ ବିଜୁ ଜନତା ଦଳ ହାସଲ କରିବ ସେଥିପାଇଁ ଭୋଟର ମାନଙ୍କୁ ସଚେତନ କରିଥିଲେ | ଏଥିରେ ବହୁ ବିଜୁ ଜନତା ଦଳର କର୍ମୀ ଯୋଗ ଦେଇଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ











