Search
Close this search box.

ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ବଟିକା Students to get iron and folic acid tablets in school

ଖରା ଛୁଟିରେ ଛାତ୍ର ଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ ବଟିକା , ୧୯ ଏପ୍ରିଲ ରୁ ୧୬ ଜୁନ ଯାଏ ଘରକୁ ଯାଇ ଟାବଲେଟ ବଣ୍ଟାଯିବ , ଶିକ୍ଷକ ମାନଙ୍କୁ ଟାବଲେଟ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦେଶ ଦିଆଯାଇଛି , ଏଥିପାଇଁ ଛାତ୍ର ଛାତ୍ରୀଙ୍କ ପିଛା ୮ଟି ଆଇ ଏଫ୍ ଏ ଟାବଲେଟ ଦିଆଯିବ , ଫିଙ୍କ ଟାବଲେଟ ପ୍ରଥମରୁ ପଞ୍ଚମ ଏବଂ ଵ୍ଲୁ ଟାବଲେଟ ୬ଷ୍ଠ ରୁ ଦ୍ଵାଦଶ ଛାତ୍ରଛାତୀଙ୍କୁ ଦିଆଯିବ , ଛାତ୍ରଛାତ୍ରୀ ମାନେ ଅଧ୍ୟାପକଙ୍କ ଉପସ୍ଥିତ ରେ ଔଷଧ ଖାଇବେ , ଅଭିଭାବକଙ୍କୁ ଟାବଲେଟ ହସ୍ତାନ୍ତର ପୂର୍ବରୁ ଏହାର ମୋରଲିଟି ସଂପର୍କରେ ମଧ୍ୟ ଅବଗତ କରାଯିବ , ଅମ୍ଳାନ କାର୍ଯ୍ୟ କ୍ରମ ଜରିଆରେ ଆନିମିୟା ମୁକ୍ତ ଓଡ଼ିଶା ଲକ୍ଷ୍ୟ ରଖାଯାଇଛି ,ପ୍ରତି ଛାତ୍ରଛାତ୍ରୀ ସୋମବାର ଗୋଟିଏ ifa tablet lunch ବା ଡିନର ଖାଇବା ପରେ ଖାଇବେ ତାପରେ ଗୋଟିଏ ଗ୍ଲାସ୍ ପାଣି ପିଇବେ , ଏହି ସବୁ ଅଭିବାଵକଙ୍କ ଉପସ୍ଥିତିରେ କରାଯିବ , ଆବଶ୍ୟକ ସ୍ଥଳରେ ସ୍କୁଲ smc ଏହାର ତଦାରଖ କରିବେ ,

Leave a Comment

Read More