Search
Close this search box.

କ୍ରିକେଟ ରେ ରଙ୍ଗମଞ୍ଚାଉଛନ୍ତି ୬ ଅନୁଭବି ॥

ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ
ଆଇପିଏଲ ୨୦୨୩ ସଂସ୍କରଣ ସିନିୟରଙ୍କ ସାମ୍ନା ରେ ଜୁନିଅର ଫିକା , ଦିଗଜ କରିଛନ୍ତି ଚମତ୍କାର ପ୍ରଦର୍ଶନ , ଧୋନି ଓ ଧଵନ କରିଛନ୍ତି ଧମାଦାର ଵଏଟଇଂ , ମିଶ୍ରଙ୍କ ବୋଲିଂ ଆଗରେ ଵ୍ୟାଟର ମାନିଛନ୍ତି ହାର , ବର୍ତମାନ ଚର୍ଚା ରେ ଅଛନ୍ତି ୬ ଖେଳାଳି , ଇଣ୍ଡିଆନ ପ୍ରମିୟମ ଲିଗ୍ ର ମହାସମାରୋହରେ ପ୍ରତିଦିନ ଦେଖିବାକୁ ମିଳିଛି ମହାଯୁଦ୍ଧ , ବର୍ତମାନ ଚାରିଆଡ଼େ ଖାଲି ଉଜ୍ଜ୍ୱଳ ହୋଇ ଜଳୁଛି ହଳଦିଆ ରଙ୍ଗର ଜର୍ସି , ତେବେ ମହେନ୍ଦ୍ର ସିଂ ଧୋନି ଙ୍କ ଆଶ୍ଚର୍ଯ୍ୟ ଜନକ ବେଟିଂ ସମସ୍ତ ଙ୍କୁ ପାଗଳ କରିଛି ସେ ହେଉଛନ୍ତି ଚଳିତ ବର୍ଷ ଖେଳର ବୟସ୍କ ଖେଳାଳି , ତେବେ ସେ ଏହି ଖେଳରେ ଲଢି ୪ ଥର କପ୍ ଜିତିଛନ୍ତି , ଏଥର ପ୍ରଥମ ମ୍ୟାଚ ରେ ଛକା ମାରି ନିଜକୁ ସାବ୍ୟସ୍ତ କରି ଦେଉଛନ୍ତି ଯେ ଏଥର ଖେଳରେ ଯୋରଦାର ଲଢେଇ ହେବ ,

ଲକ୍ଷ୍ନୌ ସୁପର ଜ୍ୟଟସ୍ ୨ ବର୍ଷରେ ଆପିଏଲ ଖେଳାଳିଙ୍କୁ ମାଦ ଦେଉଛି , ତେବେ ଏହି ଖେଳାଳି ଙ୍କୁ ସୁପର ଜଆଣ୍ଟସ ଵନେଇଵାରେ ଟ୍ରମ୍ପ କାର୍ଡ ସାଜିଛନ୍ତି ୪୦ ଵର୍ଷିୟ ଅମିତ୍ ମିଶ୍ରା , ଅମିତ୍ ମିଶ୍ରା ଙ୍କ ଲେଗ ସ୍ପିନ ସାଙ୍ଗ କୁ ଵତି ଗୁଲ କରୁଛି , ହାଇଦ୍ରାବାଦ ବିରୋଧ ରେ ଦୁଇଟି ୱକେଟ ଓ ଜଵଦସ୍ତ କ୍ୟାଚ ଧରି ସୁପର ଜ୍ୟଟସ୍ କୁ ଶୀର୍ଷରେ ପହଞ୍ଚିଛନ୍ତି ,

ଏପଟେ ଡୁପ୍ଲେସିସ ଅଷ୍ଟ୍ରେଲିଆ ର ଏହି ୪୦ ଵର୍ଷିୟ ଯୁବ ପ୍ଲେୟାର ରୋଏଲ ଚ୍ୟାଲେଞ୍ଜ ର ଅଧିନାୟିକା ହୋଇ ମୁମ୍ବାଇ ବିରୋଧ ରେ ଯଵଦସ୍ତ ବ୍ୟାଟିଂ କରୁଛନ୍ତି ,
ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।

Leave a Comment

Read More