
ରାଇରଙ୍ଗପୁର ଜିଲ୍ଲା ଦାବୀରେ ରାଇରଙ୍ଗପୁର ଉପଖଣ୍ଡ ୧୨ଘଣ୍ଟିଆ ବନ୍ଦ ସଫଳ
ରାଇରଙ୍ଗପୁର ଜିଲ୍ଲା ଦାବୀରେ ରାଇରଙ୍ଗପୁର ଉପଖଣ୍ଡ ର ସମସ୍ତ ବ୍ଲକ୍ ସମେତ ରାଇରଙ୍ଗପୁର ସହରକୁ ୧୨ଘଣ୍ଟିଆ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଇରଙ୍ଗପୁର ଜିଲ୍ଲାକ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା,ତାହା ଆଜି


