କିଶୋର ଦ୍ବିବେଦୀଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ପୁରସ୍କାର ପ୍ରଦାନ* ଖୋର୍ଦ୍ଧା ମହୋତ୍ସବର ରୋପ୍ୟ ଜୟନ୍ତୀ ଅବସରରେ ଉଦଯାପନୀ ସଂଧ୍ୟାର ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ସାମ୍ବାଦିକ ଏବଂ ୱାର୍ଲଡ଼ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କୁ ସମ୍ମାନାସ୍ପଦ ଉପେନ୍ଦ୍ର କୁମାର ପାହାଡ଼ସିଂହ ପୁରସ୍କାର ପ୍ରଦାନ କରୁଛନ୍ତି I ପାର୍ଶ୍ୱରେ ଖୋର୍ଦ୍ଧାର ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଓ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଉପସ୍ଥିତ ଅଛନ୍ତି I









