Search
Close this search box.

ମୁ ଦେଖିଥିବା ସ୍ବପ୍ନକୁ ନିଶ୍ଚିନ୍ତ ପୁରଣ କରିବି

ମୁ ଦେଖିଥିବା ସ୍ବପ୍ନକୁ ନିଶ୍ଚିନ୍ତ ପୁରଣ କରିବି
ମୁ ଦେଖିଥିବା ସ୍ବପ୍ନକୁ ନିଶ୍ଚିନ୍ତ ପୁରଣ କରିବି
ସ୍ବପ୍ନକୁ ପୁରଣ କରିବାକୁ ହେଲେ ସେ ସ୍ଥାନ କାଳ ପାତ୍ର ଦେଖିବାକୁ ପଡ଼ିନଥାଏ l ଛୋଟ ଆଖିରେ ବଡ ସ୍ବପ୍ନ ଦେଖିବାଟା ତା ଠିକୀ ହେଲେ ସେ ସ୍ୱପ୍ନକୁ ପୁରାଣ କରିବାର ଦାରକର ବୋଲି ଭାବି ନେଇଛନ୍ତି ଏହି ଉଶ୍ଚ ଯୁବକଜଣକ। ପେଶାରେ ସେ ଜଣେ ଖାଦ୍ୟ ଡେଲିଭେରୀ କରନ୍ତି l ବ୍ୟକ୍ତି ନିଜ ପରିଶ୍ରମ ଆଧାରରେ ବଡ଼ ବଡ଼ ସମସ୍ୟାରୁ ରକ୍ଷା ଓ ସଫଳତା ମଧ୍ୟ ପାଇଥାଏ । ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓରେ, ଜୋମାଟୋ ଡେଲିଭରି ବୟ ଟ୍ରାଫିକ୍‌ରେ ଫସିଥିବା ସମୟରେ ମଧ୍ୟ UPSC ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଲୋକଙ୍କ ହୃଦୟ ଜିତୁଛି lଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ରହିଛି। କିନ୍ତୁ ଏହା ସତ୍ତ୍ୱେ ଜୋମାଟୋ ଡେଲିଭରି ବୟ ସମୟକୁ ନଷ୍ଟ ନ କରି ପାଠ ପଢିବାରେ ବ୍ୟସ୍ତ ରହିଛନ୍ତି । ଭିଡ଼ିଓରେ ଯାହା ଦେଖିବାକୁ ମିଳୁଛି ସେ ଅନ୍‌ଲାଇନ୍‌‌ କ୍ଲାସ୍‌ କରୁଛନ୍ତି। ଟ୍ରlଫିକ ଯାମ ଥିବାରୁ ସମୟ ନଷ୍ଟ ନ କରି ସେହି ସମୟକୁ ଠିକୀ ଉପଚାରରେ ଲଗାଇଛନ୍ତି l ବନ୍ତର୍ମାନ ତାଙ୍କୁ ଏପରି କାମ ଦେଖି ବହୁ ଲୋକଙ୍କ ପ୍ରସଂଶା ର ସୁଅ ଛୁଟିଛି l

Leave a Comment

Read More