
ବ୍ରଜରାଜନଗରରେ ପୁରନ୍ଦର ମିଶ୍ରଙ୍କର ରୋଡ଼ସୋ.
ଭୁବନେଶ୍ୱର ତା ୧୯/୦୫ ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଝାରସୁଗୁଡାର ବନ୍ଦବାହାଲ ଠାରେ ଏକ

ଭୁବନେଶ୍ୱର ତା ୧୯/୦୫ ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଝାରସୁଗୁଡାର ବନ୍ଦବାହାଲ ଠାରେ ଏକ

ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବ୍ଲକ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ମଧ୍ୟପ୍ରଦେଶ ରାଜ୍ୟର ଖଣ୍ଡୱା ଜିଲ୍ଲାର

କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ ବାଘ। ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଲେ ରେସ୍କ୍ୟୁ ଟିମ୍ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଭଞ୍ଜପୁର ନିକଟ ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି

ଆଜି ରାଇରଙ୍ଗପୁର ସହରରେ ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବିଧାନସଭା ମଣ୍ଡଳୀ ପ୍ରାର୍ଥୀ ଜଲେନ ବାର୍ଦ୍ଦା ଓ ସାରସକଣା ବିଧାନସଭା ମଣ୍ଡଳୀ ପ୍ରାର୍ଥୀ ଭାଦବ ହାଁସଦାଃ ତଥା ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ନବଚରଣ

ନିର୍ବାଚନୀ ବିଗୁଲ ବାଜିଲାଣି | ତା ସହିତ ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସିଲାଣି | ଏହି ପରିପ୍ରେକ୍ଷୀରେ ସବୁ ଦଳ ପ୍ରଚାର ପ୍ରସାର ଜୋରଦାର ଆରମ୍ଭ କଲେଣି | ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଶ୍ରୀମତୀ ଅଞ୍ଜନୀ ସୋରେନ ଏବର୍ଷ ନିର୍ବାଚନରେ ସାରସକଣା ବିଧାୟିକା ପ୍ରାର୍ଥୀ ସହିତ ମୟୂରଭଞ୍ଜ ସାଂସଦ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି | ଏ ନେଇ ବାମନଘାଟୀ ଉପଖଣ୍ଡ ର ବିଶୋଇ ବ୍ଲକର ବିଶୋଇ ଠାରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ | ସେ ମୟୂରଭଞ୍ଜ ଜିଲ୍ଲା ର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବେରୋଜଗାର ତଥା ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରିବେ ବୋଲି ଜୋର ଦେଇ କହିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ମୁଖପାତ୍ର ସନ୍ତୋଷ କୁମାର ମୁର୍ମୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ମଧୁସୂଧନ ସାହୁ ତଥା ଦଳୀୟ କର୍ମୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ
We use cookies to improve your experience on our site. By using our site, you consent to cookies.
Manage your cookie preferences below:
Essential cookies enable basic functions and are necessary for the proper function of the website.
These cookies are needed for adding comments on this website.
Google Tag Manager simplifies the management of marketing tags on your website without code changes.
Statistics cookies collect information anonymously. This information helps us understand how visitors use our website.
Google Analytics is a powerful tool that tracks and analyzes website traffic for informed marketing decisions.
Service URL: policies.google.com (opens in a new window)
WhatsApp us