
ରାଇରଙ୍ଗପୁର ମହାବିଦ୍ୟାଳୟରେ ସୁଭଦ୍ରା ସଚେତନତା*
*ରାଇରଙ୍ଗପୁର ମହାବିଦ୍ୟାଳୟରେ ସୁଭଦ୍ରା ସଚେତନତା* ରାଇରଙ୍ଗପୁର : 17/9 ରାଇରଙ୍ଗପୁର ମହାବିଦ୍ୟାଳୟର ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଅଧ୍ୟାପକ ଡକ୍ଟର ମିଲନ ମହାନ୍ତଙ୍କ ତତ୍ତ୍ଵାବଧାନରେ ତ୍ସ୍ନାତକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ