
ମୋଦିଙ୍କର ପ୍ରଗତିଶୀଳ ନୀତି ପ୍ରତି ଓଡ଼ିଶାବାସୀଙ୍କର ସମ୍ପୂର୍ଣ୍ଣ ସମର୍ଥନ : ପୁରନ୍ଦର ମିଶ୍ର ,
ନୂଆପଡା/ଭୁବନେଶ୍ୱର ତା୧୩/୦୫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଗତିଶୀଳ ନୀତି ଗୁଡ଼ିକ ପ୍ରତି ଓଡ଼ିଶାବାସୀଙ୍କର ସମ୍ପୂର୍ଣ୍ଣ ଆସ୍ଥା ଓ ସମର୍ଥନ ରହିଥିବା, ରାୟପୁର ନଗର ଉତ୍ତରର ବିଧାୟକ ଓ ଓଡିଶା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର