
ପୁରନ୍ଦର ମିଶ୍ରଙ୍କର ‘ସିନ୍ଦୂର ପାର୍କ’ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ*
*ପୁରନ୍ଦର ମିଶ୍ରଙ୍କର ‘ସିନ୍ଦୂର ପାର୍କ’ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ* ରାୟପୁର/ଭୁବନେଶ୍ବରତା୧୪.୦୮.ରିଖ; ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାୟପୁର ନଗରୀ ଉତ୍ତରର ବିଧାୟକ ପୁରନ୍ଦର ମିଶ୍ରଙ୍କ ଦ୍ୱାରା ସ୍ଥାପିତ ସିନ୍ଦୂର ପାର୍କ,